BREAKING
Loading...
:

ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ପ୍ରାଯୋଜିତ ବାଲ୍ୟ ବିବାହ ନିରାକରଣ ପାଇଁ ସଚେତନତା ରଥ

 ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ପ୍ରାଯୋଜିତ ବାଲ୍ୟ ବିବାହ ନିରାକରଣ ପାଇଁ ସଚେତନତା ରଥ 



ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ଆଜି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ଙ୍କ ଦ୍ୱାରା ସବୁଜ ପତାକା ଦେଖାଇ ବାଲ୍ୟ ବିବାହ ନିରାକରଣ ସଚେତନତା ରଥ ର ଶୁଭାରମ୍ଭ କରାଯାଇଛି l 



ଏହି ରଥ ବୌଦ୍ଧ ଜିଲ୍ଲାରେ ବାଲ୍ୟ ବିବାହ ପ୍ରବଣ ଅଞ୍ଚଳ ଗୁଡିକରେ ସଚେତନତା ବାର୍ତ୍ତା ଆଠ ଦିନ ଧରି ପ୍ରଚାର ପ୍ରସାର କରିବ l ବିଭିନ୍ନ ସମସ୍ୟା ଯେପରିକି ବାଲ୍ୟ ବିବାହ, ଶିଶୁ ଶ୍ରମିକ, ମହିଳା ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ରୁ କିପରି ପୀଡିତା ମାନେ ରକ୍ଷା ପାଇବେ ଓ କାହାକୁ ଯୋଗାଯୋଗ କରିବେ ଇତ୍ୟାଦି ବିଷୟରେ ବ୍ୟାପକ ଭାବରେ ସଚେତନତା ବାର୍ତ୍ତା ଗୀତ ମାଧ୍ୟମରେ ପ୍ରଚାର କରିବା l ଏହି ଅବସରରେ DSWO, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, CDPO, PO, DISTRICT CO -ORDINATOR ଓ ସମସ୍ତ ICDS ସୁପରଭାଇଜର ମାନେ ରଥ ଶୁଭାରମ୍ଭ କାର୍ଯ୍ୟରେ ଯୋଗଦେଇଥିଲେ l 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS