BREAKING
Loading...
:

ଚାଇଲଡ ଲାଇନ ପକ୍ଷରୁ ମା ଓ ଶିଶୁ ଉଦ୍ଧାର l

 


ଚାଇଲଡ ଲାଇନ ପକ୍ଷରୁ ମା ଓ ଶିଶୁ ଉଦ୍ଧାର l 


ସୁବର୍ଣ୍ଣପୁର (ମଣିଭଦ୍ରା ଖବର) ବୈଦ୍ଧ ବ୍ଲକ ଖଲିଆପାଲି ପଂଚାୟତ ର ରୁଗୁଡ଼ିଗୁଡା ଗ୍ରାମ ରୁ ୯ ମାସ ଧରି ଅବହେଳିତ ଅବସ୍ଥା ରେ ବୁଲୁଥିବା  ମା ସମେତ ଶିଶୁ ମାନଙ୍କୁ ଚାଇଲଡଲାଇନ ସେହି ଗ୍ରାମ ର ଲୋକମାନଙ୍କ ଜରିଆରେ ଉଦ୍ଧାର କରାଯାଇଛି l . ଉଦ୍ଧାର ପରେ ଜଣା ପଡିଛି ଯେ ଶିଶୁ ମାନଙ୍କ ର ପିତା  ନିଖୋଜ ପରେ ଏହି ଶିଶୁ ମାନେ ଅବହେଳିତ ଅବସ୍ଥା ରେ ବୁଲୁଥିବା ବେଳେ ଗ୍ରାମ ରୁ ସହୃଦୟ ବ୍ୟକ୍ତି କେହିଜଣେ ଚାଇଲଡଲାଇନ କୁ ଖବର ଦେଇଥିଲେl ସଙ୍ଗେ ସଙ୍ଗେ ଚାଇଲଡଲାଇନ ଖବର ପାଇ ଶିଶୁ ମାନଙ୍କ ସହ ମା ଙ୍କୁ ଉଦ୍ଧାର କରି କିଛି ଦିନ ପାଇଁ ଆଶ୍ରୟ ସ୍ଥଳୀରେ ରଖାଯାଇଛି l .ମାଙ୍କ ସହିତ ତିନି ଶିଶୁ ରହିଥିବା ଜଣାପଡିଛି l ଯଥା ଶୀଘ୍ର ପରେ ଶିଶୁ ମଙ୍ଗଳ ସମିତିରେ ସେମାନଙ୍କୁ  ହାଜର କରାଇ ପରବର୍ତ୍ତୀ ଥଇଥାନ ପାଇଁ ବ୍ୟବସ୍ଥା କରାଯିବ ବୋଲି ଚାଇଲଡ ଲାଇନ ବୌଦ୍ଧ ରୁ ଜଣା ପଡିଛି l 




ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS