BREAKING
Loading...
:

ଗଣିଆରେ ଭୂମିକମ୍ପ ଅନୁଭୂତ


 ଗଣିଆରେ ଭୂମିକମ୍ପ ଅନୁଭୂତ

ଗଣିଆ ୧୫/୦୪(ନି.ପ୍ର) ଗଣିଆରେ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ଆଜି ଦିବା ୧୧ .୧୯ ଏବଂ  ୧୧.୨୦ ମିନିଟ ସମୟରେ ଦୁଇ ଥର ଗଣିଆ ବ୍ଲକ ଜଗନ୍ନାଥପ୍ରସାଦ ଗ୍ରାମରେ ଭୂମିକମ୍ପ ଅନୁଭୂତ ହୋଇଥିବା ଗ୍ରାମବାସୀ ଜଣାଇଛନ୍ତି । ଦ୍ବିତୀୟ ଥର ଭୂମିକମ୍ପ ହେବା ପରେ ଲୋକେ ଭୟଭୀତ ହୋଇ ବାହାରକୁ ଚାଲି ଆସିଥିଲେ । ଏକା ସମୟରେ ଦଶପଲ୍ଲାରେ ମଧ୍ୟ ଭୂମିକମ୍ପ ହୋଇଥିବା ସୂଚନା ମିଳିଛି । 


BY DEBI PRASAD DASH

Post a Comment

Previous Post Next Post
Header ADS