BREAKING
Loading...
:

ଓଡ଼ଗାଁରେ ଜଙ୍ଗଲ ଦିବସ ପାଳିତ

 



ଜଙ୍ଗଲ ଦିବସ ପାଳନ

ନୟାଗଡ ଜିଲ୍ଲା ଆଦର୍ଶ ଥାନା ଅନ୍ତର୍ଗତ ରେଞ୍ଜର ଅଫିସ,ଓଡଗାଁ ତରଫରୁ ବିଭିନ୍ନ ଅଞ୍ଚଳ ର ବନ ସଂରକ୍ଷଣ ସମିତି ର ସଭ୍ୟ,ତଥା କେତେକ ସମାଜସେବି,ଅଫିସ ର ସମସ୍ତ ଫରେଷ୍ଟ,ଗାର୍ଡ ଙ୍କ ସମେତ ଓଡଗାଁ ME SCHOOL ର ଛାତ୍ର ଛାତ୍ରୀ ଙ୍କ ମିଳିତ ସହଯୋଗ ରେ ଜଙ୍ଗଲ ଦିବସ ପାଳିତ ହୋଇଯାଇଛି।ଏକ ରାଲି ରେଞ୍ଜର ଅଫିସ ରୁ ବାହାରି ଛାତ୍ର ଛାତ୍ରୀ ମାନେ ଜଙ୍ଗଲ ସୁୁରକ୍ଷା ଭିତିକ ବିଭିନ୍ନ ସ୍ଲୋଗାନ ଦେବା ସୟ ରଘୁନାଥ ମନ୍ଦିର ଦେଇ ଓଡଗାଁ  ସମସ୍ତ ସାହି ପରିକ୍ରମା କରିଥିଲେ।ଏଥିରେ ଓଡଗାଁ ରେଞ୍ଜର  ଅମ୍ରିତ ସାହୁ ମୂଖ୍ୟ ଭୂମିକା ନିଭାଇ ଥିବା ବେଳେ ,ଛାତ୍ର ଛାତ୍ରୀ ମାନକଂ ଭୂମିକା କଛି କମ ନଥିଲା।  


ଓଡ଼ଗାଁରୁ  ମାନସ ରଞ୍ଜନ ସାହୁ ଙ୍କ ରିପୋର୍ଟ ମଣିଭଦ୍ରା ଖବର

1 تعليقات

إرسال تعليق

أحدث أقدم
Header ADS