BREAKING
Loading...
:

ନାଏବ ସରପଞ୍ଚ ନିର୍ବାଚନ ପାଇଁ ଅଧିକାରୀ ମାନଙ୍କ ପ୍ରଶିକ୍ଷଣ ଶିବିର

 



ଗଣିଆ : (ମଣିଭଦ୍ରା ଖବର) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନୂତନ ଭାବେ ନିର୍ବାଚିତ ହୋଇଥିବା ଓ୍ବାର୍ଡ ସଭ୍ୟ ମାନଙ୍କୁ ନେଇ ୧୧ ତାରିଖରେ ପ୍ରତ୍ୟେକ ପଞ୍ଚାୟତରେ ନାଏବ ସରପଞ୍ଚ ନିର୍ବାଚନ ଅନୁଷ୍ଠିତ ହେବ । ଏହି ନିର୍ବାଚନରେ ନିଯୁକ୍ତ ହୋଇଥିବା ଅଧିକାରୀ ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ବ୍ଳକ ସଭା ଗୃହରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିରକୁ ବିଡ଼ିଓ ସିରିୟାଲ ଶୁଭ୍ର ପଟେଲ,ଗ୍ରାମ ପଞ୍ଚାୟତ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ମହାପାତ୍ର ପରିଚାଳନା କରିଥିଲେ । ୮ଟି ପଞ୍ଚାୟତରେ ନିୟୋଜିତ ହୋଇଥିବା ନିର୍ବାଚନ ଅଧିକାରୀ ମାନେ ଏହି ଶିବିରରେ ଯୋଗ ଦେଇ ନିର୍ବାଚନ ସୁପରିଚାଳନା ସମ୍ପର୍କରେ ତଥ୍ୟ ହାସଲ କରିଥିଲେ

By Debi prasad Dash

Post a Comment

Previous Post Next Post
Header ADS