BREAKING
Loading...
:

ବିଜେଡି ପୈାରାଧ୍ୟକ୍ଷ ପ୍ରାର୍ଥୀ ଘୋଷଣା କଲା ବିଜେଡି


 ନିରୁପମା ଖଟେଇ ବିଜେଡି ପୈାରାଧ୍ୟକ୍ଷ ପ୍ରାର୍ଥୀ

ନୟାଗଡ(ମଣିଭଦ୍ରା ଖବର) ନୟାଗଡ ପୈାରାଧ୍ୟକ୍ଷ ପଦବୀ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ନୟାଗଡ଼ର ପୂର୍ବତନ ନଗରପାଳ ନିରୁପମା ଖଟେଇ ଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ଦଳ । ନିର୍ବାଚନରେ ବିପୁଳ ସଂଖ୍ୟାରେ ବିଜୟ ଲାଭ କରିବାକୁ ଲକ୍ଷ୍ୟ ରଖିଛନ୍ତି ଦଳୀୟ ନେତୃବୃନ୍ଦ । ସୂଚନାଯୋଗ୍ୟ ଯେ ବରିଷ୍ଠ ବିଜେଡି ନେତା ତଥା ଉତ୍କଳ ସାମ୍ବାଦିକ ସଂଘର ନୟାଗଡ ଜିଲ୍ଲା ସଭାପତି ଶ୍ରୀକାନ୍ତ ଖଟେଇଙ୍କ ଧର୍ମପତ୍ନୀ ହେଉଛନ୍ତି ନିରୂପମା । 

By Debi prasad Dash

Post a Comment

أحدث أقدم
Header ADS