BREAKING
Loading...
:

ଭୟାବହ ଅଗ୍ନିକାଣ୍ଡ , ୨ ପରିବାର ସର୍ବସ୍ବାନ୍ତ


 

ଭୟାବହ ଅଗ୍ନିକାଣ୍ଡ , ୨  ପରିବାର ସର୍ବସ୍ବାନ୍ତ


ଦଶପଲ୍ଲା : (ମଣିଭଦ୍ରା ଖବର) - ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ, ଟାକରା ଗ୍ରାମପଞ୍ଚାୟତ ର ମିଟୁକୁଳି ଗ୍ରାମ ଗୁଡିଆ ସାହି ( କଇଁଆଆସାହି )ର  ଶେଷଦେବ ନାଏକ ଓ ଗୁରୁବାରୀଆ ନାଏକକଂ ଘରେ ସଂଧ୍ୟା ୬.୩୦ ମିନିଟ ସମୟେ ନିଆଁଲାଗି, ୭ ବଖରା ଘର ଓ ସମସ୍ତ ଆସବାବପତ୍ର ପୋଡିଯିବା ସହିତ ସମସ୍ତ ଖାଦ୍ୟସାମଗ୍ରୀ ଘୋଡି ପାଉଁସ ହୋଇଯାଇଛି । ରାସ୍ତା ଖରାପ ଯୋଗୁଁ ସଂଧ୍ୟା ୭ . ୩୦ ସମୟେ ଦଶପଲ୍ଲା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ କରିଛନ୍ତି ।


By Debi prasad Dash

Post a Comment

أحدث أقدم
Header ADS