BREAKING
Loading...
:

ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇପାରନ୍ତି ନୟାଗଡ ପୈାର ପରିଷଦ ୫ ନମ୍ବର ଓ୍ବାର୍ଡ ବିଜେଡି ପ୍ରାର୍ଥୀ !


 ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇପାରନ୍ତି ନୟାଗଡ ପୈାର ପରିଷଦ ୫ ନମ୍ବର ଓ୍ବାର୍ଡ ବିଜେଡି ପ୍ରାର୍ଥୀ


ନୟାଗଡ : (ମଣିଭଦ୍ରା ଖବର) : ନୟାଗଡ ପୈାର ନିର୍ବାଚନ ପାଇଁ ନୟାଗଡ ପୈାର ପରିଷଦ ୫ ନମ୍ବର ଓ୍ବାର୍ଡରେ ଜଣେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇପାରନ୍ତି ! ଉକ୍ତ ଓ୍ବାର୍ଡରେ ବିଜେଡି ପ୍ରାର୍ଥୀ ସନ୍ତୋଷ ମାହାର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଅନ୍ୟ କୌଣସି ଦଳରୁ ଜଣେ ବି ପ୍ରାର୍ଥୀ ପତ୍ର ଦାଖଲ କରିନାହାଁନ୍ତି । ଫଳରେ ଯାଞ୍ଚ ଏବଂ ପ୍ରତ୍ୟାହାର ପରେ ସନ୍ତୋଷ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି ।

By Debi prasad dash



Post a Comment

Previous Post Next Post
Header ADS