ନୟାଗଡ : ମଣିଭଦ୍ରା ଖବର |
◆ ଦଶପଲ୍ଲା ବ୍ଲକ ମଧ୍ୟଖଣ୍ଡ ସମିତି ସଭ୍ୟା ଅନୁପମା ବେହେରା ହେଲେ ବ୍ଲକ ଉପାଧ୍ୟକ୍ଷା। ନିର୍ଦ୍ୱନ୍ଦରେ ସେ ନିର୍ବାଚିତ ହୋଇଛନ୍ତି।
◆ ଗଣିଆ ବ୍ଲକ ଉପାଧ୍ୟକ୍ଷ ଭାବେ ବେଲପଡ଼ା ପାଟଣା ପଞ୍ଚାୟତ ସମିତି ସଭ୍ୟ ରାଜ କିଶୋର ସାହୁ ନିର୍ବାଚିତ ।
◆ ନୟାଗଡ଼ ବ୍ଲକ ଉପାଧ୍ୟକ୍ଷା ଭାବେ ଜେମାଦେଇପୁର ପାଟଣା ପଞ୍ଚାୟତ ସମିତି ସଭ୍ୟା ଲଷ୍ମୀପ୍ରିୟା ସାହୁ ନିର୍ବାଚିତ ।
◆ ରଣପୁର ବ୍ଲକ ଉପାଧ୍ୟକ୍ଷ ଭାବେ ଡମସାହି ପଞ୍ଚାୟତ ସମିତି ସଭ୍ୟ ପ୍ରଭାତ ଦଳବେହେରା ନିର୍ବାଚିତ।
◆ ଓଡ଼ଗାଁ ବ୍ଲକ ଉପାଧ୍ୟକ୍ଷା ଭାବେ କୋମଣ୍ଡ ପଞ୍ଚାୟତ ସମିତି ସଭ୍ୟା ମୀରା ନାୟକ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ।
◆ ନୂଆଗାଁ ବ୍ଲକ ଉପାଧ୍ୟକ୍ଷ ଭାବେ ଢେଙ୍କଣା ପଞ୍ଚାୟତ ସମିତି ସଭ୍ୟ ପର୍ଶୁରାମ ସ୍ବାଇଁ ନିର୍ବାଚିତ ।
◆ ଖଣ୍ଡପଡା ବ୍ଲକ ଉପାଧ୍ୟକ୍ଷ ଭାବେ ରାଣିପଡା ପଞ୍ଚାୟତ ସମିତି ସଭ୍ୟ ଶିଶିର ସାହୁ ନିର୍ବାଚିତ ।
◆ ଭାପୁର ବ୍ଲକ ଉପାଧ୍ୟକ୍ଷ ଭାବେ କଇଁଫୁଲିଆ ପଞ୍ଚାୟତ ସମିତି ସଭ୍ୟ ବେଣୁଧର ପ୍ରଧାନ ନିର୍ବାଚିତ ।
By Debi prasad Dash
إرسال تعليق