ନୟାଗଡ (
ମଣିଭଦ୍ରା ଖବର) ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ୩ଟି ବ୍ଳକରେ ନୂତନ ଭାବେ ବିଜୟ ଲାଭ କରିଥିବା ବ୍ଳକ ଅଧ୍ୟକ୍ଷାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଧାୟକ ରମେଶ ଚନ୍ଦ୍ର ବେହେରା । ଦଶପଲ୍ଲାରେ ସୁନନ୍ଦା ସାହୁ,ଗଣିଆ ରେ ଝୁନା ଜେନା, ନୂଆଗାଁରେ ଲକ୍ଷ୍ମୀ ପ୍ରିୟା ବେହେରା ବିଜୟ ଲାଭ କରିଛନ୍ତି । ୩ଟି ଯାକ ଆସନରେ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ବରେ ବିଜେଡିର ବିପୁଳ ବିଜୟ ଘଟିଛି । ନିଜ ନିର୍ବାଚନ ମଣ୍ଡଳୀରେ ବିଧାୟକଙ୍କ ସଫଳତା ଫଳରେ ବିଜୁ ଜନତା ଦଳ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରିଛି । ଏ ବିଜୟ ପରେ ବିଧାୟକ ଏହା ଜନସାଧାରଣଙ୍କ ବିଜୟ ବୋଲି ଜଣାଇଛନ୍ତି ।
By Debi prasad Dash
إرسال تعليق