BREAKING
Loading...
:

ମାରପିଟ କୁ ନେଇ ପୃଥକ ମାମଲା ରୁଜୁ

 


ବଡ଼ସାହି : ଖୁଣ୍ଟା ଥାନା ତଥା କୁଆମରା ଫାଣ୍ଡି ଅନ୍ତର୍ଗତ କସୁମିଆ ଗ୍ରାମ ର ଅଷ୍ଟ ପ୍ରହରୀ ଚାଲିଥିବା ସମୟରେ ପୂର୍ବ ଶତ୍ରୁତା କୁ ନେଇ ଦୁଇ ଜଣ କଂ ମଧ୍ୟରେ ମାରପିଟ୍ ଓ ଗଣ୍ଡଗୋଳ ହେବା ନେଇ ଥାନା ରେ ପୃଥକ ମାମଲା ରୁଜୁ ହୋଇଛି। ଉକ୍ତ ଘଟଣା ରେ ଅମ୍ବିକା ଦାସ କଂ ଅଭିଯୋଗ ନେଇ ହୃଷିକେଶ ନାୟକ କଂ ବିରୋଧରେ ୫୩/୨୨ ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଅନ୍ୟ ପକ୍ଷରେ ହୃଷିକେଶ କଂ ଅଭିଯୋଗ କ୍ରମେ ଅମ୍ବିକା କଂ ବିରୋଧରେ ୫୪/୨୧ ରେ ଅନ୍ୟ ଏକ ମାମଲା ରୁଜୁ ହୋଇଥିବାର ଫାଣ୍ଡି ଅଧିକାରୀ ବିବି ସ୍ବାଇଁ କହିଛନ୍ତି।

Post a Comment

أحدث أقدم
Header ADS