BREAKING
Loading...
:

ପୈାର ନିର୍ବାଚନ ପ୍ରଚାର ମଇଦାନରେ ବିଧାୟକ ରମେଶ ଚନ୍ଦ୍ର ବେହେରା

 





ଦଶପଲ୍ଲା (ମଣିଭଦ୍ରା ଖବର) ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନ ରେ ଥିବା ୧ନମ୍ବର ୱାର୍ଡ ର କାଉନସିଲର ପ୍ରାର୍ଥୀ ଶ୍ରୀ ସୁରେଶ କୁମାର ସିଙ୍ଗ, ଏବଂ, NAC ର ଅଧ୍ୟକ୍ଷା ପ୍ରାର୍ଥୀନୀ ଶ୍ରୀମତୀ ରାନୀ ବେହେରା ଙ୍କ ସହ ନିର୍ବାଚନ ପ୍ରଚାର କରିବା ଅବସରରେ /ମାନ୍ୟବର ବିଧାୟକ ଦଶପଲ୍ଲା, ତଥା, ବିଜେଡି ଜିଲ୍ଲା ସଭାପତି ନୟାଗଡ଼ #ଶ୍ରୀ ରମେଶ ଚନ୍ଦ୍ର ବେହେରା । ବିଧାୟକ ଶ୍ରୀ ବେହେରାଙ୍କ ନେତୃତ୍ବରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ବିପୁଳ ବିଜୟ ଲାଭ କରିବା ସହିତ ୩ଟି ଯାକ ବ୍ଳକ ଅଧ୍ୟକ୍ଷ ପଦବୀ ହାତେଇପାରିଛି । ତେବେ ପୈାର ନିର୍ବାଚନରେ ମଧ୍ୟ ବିଜୟ ଧାରା ଅବ୍ୟାହତ ରଖିବା ପାଇଁ ବିଧାୟକ ଜୋରଦାର ପ୍ରଚେଷ୍ଟା ଆରମ୍ଭ କରିସାରିଛନ୍ତି । 


By Debi prasad Dash


Post a Comment

Previous Post Next Post
Header ADS