ଶର୍ମିଷ୍ଠା ରାଉତ ଗିରଫ
ନୟାଗଡ : (ମଣିଭଦ୍ରା ଖବର) କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ର ମୁଖ୍ୟ ଅଭିଯୁକ୍ତା ତଥାକଥିତ ସାମ୍ବାଦିକା ଶର୍ମିଷ୍ଠା ରାଉତ ଙ୍କୁ ଭଦ୍ରକ ର ନଳାଙ୍ଗ ଆଞ୍ଚଳରୁ କ୍ରାଇମ ବ୍ରାଞ୍ଚ ଓ ଭଦ୍ରକ ପୋଲିସ ମିଳିତ ଭାବେ ଚଢ଼ାଉ କରି ଗିରଫ କରିଥିବା ସୂଚନା ଆସୁଛି। ତାଙ୍କ ସହିତ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ମଧ୍ୟ ଗିରଫ କରାଯାଇଛି।
By Debi prasad Dash
Post a Comment