**ଆଜିର ଖବର*
ତାରିଖ ୨୭/୦୩/୨୨, ରବିବାର(ମଣିଭଦ୍ରା ଖବର)
୧-ଆଉ ୬ ମାସ ବଢ଼ିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା, ମିଳିବ ମଗଣା ଚାଉଳ ଓ ଗହମ।
୨-ପୌର ନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ
୩-ତିନିଟି ଯାକ ମେୟର ପଦ ହାତେଇଲା ବିଜେଡି । ଭୁବନେଶ୍ୱରରେ ଜିତିଲେ ସୁଲୋଚନା, ବ୍ରହ୍ମପୁରରେ ସଂଘମିତ୍ରାଓ କଟକରେ ସୁବାସ ସିଂ ବିଜୟୀ।
୪-ଆନ୍ତର୍ଜାତିକ ସୁଟର ଶ୍ରୀୟଙ୍କା ଷଡଙ୍ଗୀ ଓ ପାରା ଆଥଲେଟ ଜୟନ୍ତୀ ବେହେରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା; ଜୟନ୍ତୀଙ୍କୁ ୧୫ ଲକ୍ଷ, ଶ୍ରୀୟଙ୍କାଙ୍କୁ ମିଳିଲା ୨ ଲକ୍ଷ ଟଙ୍କା ପୁରସ୍କାର।
୫-୨୦୨୧-୨୨ ମସିହା ପାଇଁ ଘୋଷଣା ହେଲା ‘କାୟାକଳ୍ପ’ ପୁରସ୍କାର, ମାଲକାନଗିରି ଜିଲା ସଦର ମହକୁମା ହସ୍ପିଟାଲ୍ ହେଲା ପ୍ରଥମ।
୬-ଭୁବନେଶ୍ୱର:ମୋ ସ୍କୁଲ ଅଭିଯାନ ଅଧିନରେ ୧୦୦ ବିଦ୍ୟାଳୟ ହେବ ଉତ୍କର୍ଷ ଶିକ୍ଷାନୁଷ୍ଠାନ।
୭-ପୌର ନିର୍ବାଚନରେ ନିର୍ବାଚିତ ଜନପ୍ରତିନିଧିଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
୮-ଆଜି ବସିବ କ୍ୟାବିନେଟ୍ ବୈଠକ, ୨୬ ପ୍ରସ୍ତାବରେ ଲାଗିପାରେ ମୋହର।
୯-ପୁରୀ ଜିଲ୍ଲା ଗୋପ ବ୍ଲକର ଦୁଇଟି ସ୍ଥାନରୁ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଥିବା ନେଇ ଅଏଲ ଇଣ୍ଡିଆ କମ୍ପାନୀ ପକ୍ଷରୁ ସୂଚନା ।
୧୦-ନୂଆଦିଲ୍ଲୀ:ପ୍ରତିରକ୍ଷା ମନ୍ତ୍ରଣାଳୟର ମଞ୍ଜୁରୀ,ସରକାରୀ ଘରୋଇ ଭାଗିଦାରୀତାରେ ଖୋଲିବ ୨୧ ସୈନିକ ସ୍କୁଲ।
୧୧-ନୂଆ ଦିଲ୍ଲୀ: ଆଜି ଠାରୁ ଆରମ୍ଭ ହେବ ଆନ୍ତର୍ଜାତିୟ ବିମାନ ଉଡାଣ।
୧୨-ବିଜେପି ସରକାର ମଣିପୁରରେ ୧୦୦ ଦିନରେ ନେବ ୧୦୦ ପଦକ୍ଷେପ, ମୁଖ୍ୟମନ୍ତ୍ରୀ ବିରେନ ସିଂହଙ୍କ ବଡ ଘୋଷଣା।
୧୩-ପଶ୍ଚିମବଙ୍ଗ ବୀରଭୂମି ହିଂସା: ଖୋଳତାଡ କରୁଛି ସିବିଆଇ, ୨୧ ଜଣ ସନ୍ଦିଗ୍ଧଙ୍କ ନାମରେ ଏଫଆଇଆର ରୁଜୁ।
୧୪-ମୁମ୍ବାଇ:IPL ଉଦଘାଟନୀ ମ୍ୟାଚରେ KKR ବିଜୟୀ।
*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*
By Debi prasad Dash
Post a Comment