الصفحة الرئيسيةରାଜନୀତି ଦଶପଲ୍ଲାରେ ସ୍ବାଧୀନ ପ୍ରାର୍ଥୀ ପୁନମ ପ୍ରିୟଦର୍ଶିନୀ ବିଜ଼ୟୀ Debi Prasad Dash مارس 26, 2022 0 ନୟାଗଡ (ମଣିଭଦ୍ରା ଖବର)ସ୍ୱାଧୀନ ଭାବେ ଲଢ଼ି ଇଂ ପୁନମ ପ୍ରିୟଦର୍ଶିନୀ ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ବିଜେଡିର ରାନୀ ବେହେରାଙ୍କୁ ୩୬୦ ଭୋଟ ବ୍ୟୟବଧାନରେ ପରାଜିତ କରି ସେ ବିଜୟୀ ହୋଇଥିବା ଜଣାପଡିଛି । By Debi prasad Dash
إرسال تعليق