BREAKING
Loading...
:

ବାତ୍ୟା ମୁକାବିଲା ପାଇଁ ସବୁ ବିଭାଗ ସଜାଗ

 



*ବାତ୍ୟା ମୁକାବିଲା ପାଇଁ ସବୁ ବିଭାଗ ସଜାଗ ।*

ବାତ୍ୟା ମୁକାବିଲା ପାଇଁ ସମସ୍ତ ବିଭାଗକୁ ସଜାଗ ରଖାଯାଇଛି' ।

ବାତ୍ଯା ପ୍ରସ୍ତୁତି ନେଇ ମୁଖ୍ଯ ଶାସନ ସଚିବ ଅନୁ ଗର୍ଗଙ୍କ ସୂଚନା ।

'୭୨ ହଜାର ଲୋକ, ୯ ହଜାର ୧୦୦ ଗର୍ଭବତୀ ସ୍ଥାନାନ୍ତରିତ' ।

'କନ୍ଧମାଳରେ ୩୧୦୦, ଗଜପତିରେ ୧୬ ହଜାର ଲୋକ ସ୍ଥାନାନ୍ତର' ।

'ଗଜପତି, କନ୍ଧମାଳ, ଗଞ୍ଜାମରେ ଚିହ୍ନଟ । ଭୂସ୍ଖଳନ ଅଂଚଳରୁ ସ୍ଥାନାନ୍ତରିତ' ।

'ରେଳ ଚଳାଚଳ ଉପରେ ମଧ୍ୟ ସ୍ୱତନ୍ତ୍ର ନଜର ରଖାଯାଇଛି' ।

ଅନେକ ଟ୍ରେନ୍‌ର ସମୟ ପରିବର୍ତ୍ତନ; କିଛି ବାତିଲ୍ କରାଯାଇଛି' ।

ଗୋପାଳପୁର ବନ୍ଦର ସହ ଆଲୋଚନା ହୋଇଛି- ଅନୁ ଗର୍ଗ ।

'ଜାହାଜଗୁଡ଼ିକର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି' ।

ବିଭିନ୍ନ ଡ୍ୟାମର ୨୩ଟି ଗେଟ୍ ଖୋଲାଯାଇଛି- ଅନୁ ଗର୍ଗ ।

ଡିଜି ସେଟ୍ ଓ ଅତିରିକ୍ତ ପାଣି ଟାଙ୍କି ବ୍ଯବସ୍ଥା କରାଯାଇଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS