*ଭୀଷଣ ବାତ୍ୟା ଅକ୍ୱାନ୍*
ଭୀଷଣ ବାତ୍ୟାରେ ପରିଣତ ହେଲା 'ଅକ୍ୱାନ୍'
ଘଣ୍ଟା ପ୍ରତି ୮ କି.ମି ବେଗରେ ଆଗକୁ ଅଗ୍ରସର ।
କଳିଙ୍ଗପଟନମ୍ଠାରୁ ୫୭୦ କି.ମି ଦୂରରେ କେନ୍ଦ୍ରୀଭୂତ.।
ଗୋପାଳପୁରରୁ ୬୬୦ ଓ ପୁରୀରୁ ୭୨୦ କି.ମି ଦୂରରେ କେନ୍ଦ୍ରୀଭୂତ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment