BREAKING
Loading...
:

୪ ଦିନ ଓଡ଼ିଶାରେ ବର୍ଷିବ




 ୪ ଦିନ ଓଡ଼ିଶାରେ ବର୍ଷିବ

ବାତ୍ୟା ପ୍ରଭାବ: ୪ ଦିନ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୧୮, ୧୯ , ୨୦ ଓ ୨୧ ତାରିଖରେ ବର୍ଷା ନେଇ ସତର୍କ ସୂଚନା,୧୮ରେ ଦକ୍ଷିଣ ଓ ଉପକୂଳର ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ,୧୯ରେ ଗଜପତି, ଗଞ୍ଜାମ ଓ ପୁରୀକୁ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ,ଅନ୍ୟ ସମସ୍ତ ଜିଲ୍ଲାକୁ ୧୯ ତାରିଖ ପାଇଁ ୟେଲୋ ୱାର୍ଣ୍ଣିଂ,୨୦ରେ ମାଲକାନଗିରି, କୋରାପୁଟ, ରାୟଗଡାକୁ ଅରେଞ୍ଜ ୱାର୍ଣ୍ଣିଂ,ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ମଧ୍ୟ ୨୦ ପାଇଁ ଅରେଞ୍ଜ ୱାର୍ଣ୍ଣିଂ

-ଅବଶିଷ୍ଟ ଜିଲ୍ଲା ଗୁଡିକୁ ୨୦ ତାରିଖରେ ୟେଲୋ ୱାର୍ଣ୍ଣିଂ ଜାରି,୨୧ରେ ବରଗଡ଼, ଝାରସୁଗୁଡା ଓ ସୁନ୍ଦରଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ,ଅନ୍ୟ ସମସ୍ତ ଜିଲ୍ଲା ପାଇଁ ୨୧ରେ ୟେଲୋ ୱାର୍ଣ୍ଣିଂ ଜାରି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS