ଅକ୍ଟୋବର ୧୦ରେ ଭାରତ ପାକିସ୍ତ।ନ ମ୍ୟାଚ୍।
ଦିନିକିଆ ବିଶ୍ବକପ୍ ୨୦୨୭; କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି ।
ସମାନ ଗ୍ରୁପରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ।
୧୦ ଅକ୍ଟୋବରରେ ଭାରତ ବନାମ ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ୍
ଜୋହାନ୍ନେସବର୍ଗରେ ଖେଳାଯିବ ହାଇଭୋଲ୍ଟେଜ ମ୍ୟାଚ୍ ।
ଗ୍ରୁପ୍ ‘ଏ’ରେ ସ୍ଥାନ ପାଇଛନ୍ତି ଭାରତ ଓ ପାକିସ୍ତାନ ।
୭ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ ଭାରତ,
ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ଜିମ୍ବାୱେ ମଧ୍ୟ ଗ୍ରୁପ୍ ‘ଏ’ରେ ସାମିଲ
ଗ୍ରୁପ୍ ‘ବି’ରେ ଅଛନ୍ତି । ବାଂଲାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା....
ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ ଓ ଏକ ଯୋଗ୍ୟତା ହାସଲକାରୀ ଦଳ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment