BREAKING
Loading...
:

ସାହାସୀ ପାଇଲଟ୍

 


ଦୁବାଇରୁ ଇସ୍ରାଏଲର  ତେଲ୍ ଅଭିଭ ଅଭିମୁଖେ ଯାଉଥିବା ପ୍ଲେନ ର ମୁଖ୍ୟ ପାଇଲଟ ଥିଲେ ଭାରତ ର ସ୍ମିତ ମଚ୍ଛାର... ମୂଳତଃ ଗୁଜୁରାଟ ର ବାସିନ୍ଦା ସ୍ମିତ ଙ୍କ ପରିବାର ଏବେ ମୁମ୍ବାଇ ରେ ବାସ କରୁଛନ୍ତି...

     ପ୍ଲେନ ପ୍ରାୟ ୩୪ ହଜାର ଫୁଟ ଉପରେ ଉଡୁଥିବାବେଳେ ହଠାତ ପ୍ଲେନ ର ସହ ପାଇଲଟ (ଓମାନ ଦେଶର ନାଗରିକ ) ପ୍ଲେନ ର ଗତିପଥ ବଦଳାଇବାକୁ ଲାଗିଲେ... ସ୍ମିତ କିଛି ଆଶଙ୍କା ରେ ସହ ପାଇଲଟ ଙ୍କୁ ବାଧା ଦେଇ ଏୟାରପୋର୍ଟ କୁ emeregency ସୂଚନା ପଠେଇଲେ...ସହ ପାଇଲଟ ଯେତେବେଳେ ଛୁରୀ ବାହାର କରି ସ୍ମିତ ଙ୍କୁ ଆକ୍ରମଣ କରିବାକୁ ଲାଗିଲା ସେଇ ଅବସ୍ଥାରେ ସ୍ମିତ "ପ୍ଲେନ ହାଇଜାକ" ର ସୂଚନା ପଠେଇଲେ... ଇସ୍ରାଏଲ ଏୟାର ଫୋର୍ସ ର ଆଠଟି ଯୁଦ୍ଧ ବିମାନ ସାଙ୍ଗେ ସାଙ୍ଗେ ସ୍ମିତ ଙ୍କ ପ୍ଲେନ କୁ ସୁରକ୍ଷା ଦେବାପାଇଁ ଉଡାଣ ଭରିଲେ... ସିଆଡେ ପ୍ଲେନ ର କକପିଟ ଭିତରେ ସହ ପାଇଲଟ ଜଣକ ସ୍ମିତ ଙ୍କୁ ବାରମ୍ବାର ଛୁରୀ ରେ ଆକ୍ରମଣ କରିବା ସତ୍ତ୍ୱେ ସ୍ମିତ କକପିଟ ର କବାଟ ଖୋଲିଦେଲେ...

           ବିମାନ ର ଯାତ୍ରୀମାନେ କକପିଟ ଭିତରକୁ ଆସି ସହ ପାଇଲଟ ଙ୍କୁ କାବୁ କରିନେଲେ... ଯାତ୍ରୀ ମାନଙ୍କ ଭିତରେ ଦୁଇ ଜଣ ପାଇଲଟ ଥିଲେ... ସେମାନେ ପ୍ଲେନ କୁ ସୁରକ୍ଷିତ ଭାବରେ ଉଡାଇ ତେଲ ଅଭିଭ ରେ ଅବତରଣ କରାଇଲେ...

     ଏଇ ଘଟଣା ପରେ ସାରା ଦୁନିଆ ରେ ହଇଚଇ ସୃଷ୍ଟି ହୋଇଗଲା...ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଓ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ସ୍ମିତ ଙ୍କ ସାହାସିକତା ର ପ୍ରଶଂସା କଲେ...

   ଏତେ ସବୁ କାଣ୍ଡ ଘଟିଗଲା ପରେ ବି କାହିଁକି ଯେ ସହ ପାଇଲଟ ଙ୍କ ନାମ ପ୍ରଘଟ କରାଯାଉ ନାହିଁ ତାହା ସନ୍ଦେହ ର ବିଷୟ...

   ଆପଣା ମାନେ କଣ ଭାବୁଛନ୍ତି ସହ ପାଇଲଟ ଙ୍କ ନାମ କଣ ହୋଇଥିବ ବୋଲି??

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS