BREAKING
Loading...
:

ଖୁବଶୀଘ୍ର ପୋଲିସ SI ପରୀକ୍ଷା ଘୋଷଣା ।

 



ଖୁବଶୀଘ୍ର ପୋଲିସ SI ପରୀକ୍ଷା ଘୋଷଣା ।

ମିଳିତ ପୁଲିସ୍ ସେବା ପରୀକ୍ଷା । (CPSE)-୨୦୨୪ ପାଇଁ ଖୁବ ଶୀଘ୍ର ଘୋଷଣା ।

ଏନେଇ ଓଡ଼ିଶା ୟୁନିଫର୍ମଡ୍ ସେବା କର୍ମଚାରୀ ଚୟନ ଆୟୋଗଙ୍କ ପ୍ରେସ୍‌ ବିଜ୍ଞପ୍ତି,

ପ୍ରାପ୍ତ ଆବେଦନପତ୍ରକୁ ବିଚାରକୁ ନେଇ ପରୀକ୍ଷା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛୁ,

ଆବଶ୍ୟକ ପଦକ୍ଷେପଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ଗ୍ରହଣ କରାଯାଉଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS