BREAKING
Loading...
:

ସମ୍ବଲପୁରୀ ଶାଢ଼ି ପିନ୍ଧି ବିଦେଶ ମାଟିରେ ୪୨ କିଲୋମିଟର ଦୌଡ଼ି ବିଶ୍ୱ ରେକର୍ଡ କରିବା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ଗର୍ବର ବିଷୟ ।

 ସମ୍ବଲପୁରୀ ଶାଢ଼ି ପିନ୍ଧି ବିଦେଶ ମାଟିରେ ୪୨ କିଲୋମିଟର ଦୌଡ଼ି ବିଶ୍ୱ ରେକର୍ଡ କରିବା  ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ଗର୍ବର ବିଷୟ ।



ଦୁଇ ସନ୍ତାନଙ୍କ ମାଆ ତଥା ଶିକ୍ଷୟିତ୍ରୀ ମଧୁସ୍ମିତା ଜେନା,* ମାଞ୍ଚେଷ୍ଟର ମାରାଥନ୍‌ରେ ଶାଢ଼ି ପିନ୍ଧି ଦ୍ରୁତତମ ମାରାଥନ୍ ଦୌଡ଼ିବା ପାଇଁ *ଗିନିଜ୍ ୱାର୍ଲ୍ଡ ରେକର୍ଡ (Guinness World Record) ହାସଲ କରିଛନ୍ତି*। ସେ ୪୨.୨ କିଲୋମିଟର ଦୂରତାକୁ ମାତ୍ର ୩ ଘଣ୍ଟା ୪୫ ମିନିଟ୍‌ରେ ଅତିକ୍ରମ କରି ଓଡ଼ିଶାର ପରମ୍ପରାକୁ ବିଶ୍ୱ ଦରବାରରେ ଗୌରବାନ୍ୱିତ କରିଛନ୍ତି।


ପାରମ୍ପରିକ ପୋଷାକ କେବେ ବି ସଫଳତା ବାଟରେ ପ୍ରତିବନ୍ଧକ ସାଜି ପାରେନା ବୋଲି ଏହି ଓଡ଼ିଆଣୀ ପ୍ରମାଣ କରି ଦେଖାଇଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS