BREAKING
Loading...
:

୭କୁ ଘୁଞ୍ଚିଲା DGP ନିଯୁକ୍ତି ଶୁଣାଣି

 



୭କୁ ଘୁଞ୍ଚିଲା DGP ନିଯୁକ୍ତି ଶୁଣାଣି ।

ଓଡ଼ିଶା DGP ନିଯୁକ୍ତି ସମ୍ପର୍କିତ ମାମଲା ଶୁଣାଣି ଘୁଞ୍ଚିଲା ।

ଆସନ୍ତା ୭ ତାରିଖରେ ଶୁଣାଣି କରିବେ ସୁପ୍ରିମକୋର୍ଟ ।

ପିଟିସନର କାଲି ରିଜେଣ୍ଡର ଦାଖଲ କରିଛନ୍ତି କହିଲେ ଆଇନଜୀବୀ ।

ସଲିସିଟର ଜେନେରାଲ ମଧ୍ୟ ରିପୋର୍ଟ ଦାଖଲ କରିଛନ୍ତି କହିଲେ ।

ଅନୁଧ୍ୟାନ ପାଇଁ ସମୟ ନେଲେ ସୁପ୍ରିମକୋର୍ଟ, ୭ରେ ହେବ ଶୁଣାଣି।

ତେଣୁ ଆସନ୍ତା ୭ ପର୍ଯ୍ୟନ୍ତ UPSC କୌଣସି ନିଷ୍ପତ୍ତି ନେଇ ପାରିବନି ।

ମାତ୍ର ଶୁଣାଣି ବେଶୀଦିନ ଚାଲିବନି, ଏନେଇ ନିୟମ ରହିଛି’

ଆଡହକ୍‌ ବ୍ୟବସ୍ଥାରେ ବେଶୀଦିନ କାମ ଚଳାଯିବନି ନିୟମ ଅଛି’

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS