ଆଫଗାନିସ୍ତାନ ଟିଟ୍ବେଣ୍ଟି ସିରିଜ: ବୈଭବ ସାମିଲ୍ ।
ଆଫଗାନିସ୍ତାନ ବିପକ୍ଷ ଟି ଟ୍ବେଣ୍ଟି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ।
ଶ୍ରେୟାସ ଆୟରଙ୍କ ନେତୃତ୍ବରେ ୧୫ ଜଣିଆ ଦଳ ଘୋଷଣା ।
ତିଲକ ବର୍ମା ଉପଅଧିନାୟକ, ସ୍ଥାନ ବଜାୟ ରଖିଲେ ବୈଭବ ସୂର୍ଯ୍ୟବଂଶୀ -
ଅଭିଷେକ ଶର୍ମା, ସଞ୍ଜୁ ସାମସନ, ଇଶାନ କିଶନ, ଶିବମ ଦୁବେ,
ନୀତିଶ ରେଡ୍ଡୀ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ,
ରବି ବିଷ୍ଣୋଇ, ଯଶପ୍ରୀତ୍ ବୁମରା, ଅର୍ଶଦୀପ ସିଂହ, ହର୍ଷିତ ରାଣା ସାମିଲ୍ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment