BREAKING
Loading...
:

ଜେଲ୍ ଗଲେ ଚୌଦ୍ବାର ଜେଲ୍ଅଧୀକ୍ଷକ

 



ଜେଲ୍ ଗଲେ ଚୌଦ୍ବାର ଜେଲ୍ଅଧୀକ୍ଷକ ।

ଜେଲ୍ ଗଲେ ଚୌଦ୍ବାର ଜେଲ୍ ଅଧୀକ୍ଷକ ସୁଜିତ କୁମାର ରାଉଳ ।

କିଛି ତଥ୍ୟ ସଙ୍ଗ୍ରହ କରି ଜେଲ୍ ଅଧୀକ୍ଷକଙ୍କୁ ଗିରଫ କରିଥିଲା ଚୌଦ୍ବାର ଥାନା ପୋଲିସ୍ ।

ରାତି ୨ଟାରେ ସୁଜିତ କୁମାର ରାଉଳଙ୍କୁ ଚୌଦ୍ବାର ଜେଲ୍ ଅଣାଯାଇଥିଲା ।

ମିନିଟ ବୁକ୍ ଜାଲିଆତି ଘଟଣା ନେଇ ଗିରଫ ହୋଇଥିଲେ ଜେଲ୍ ଅଧୀକ୍ଷକ ।

ହାଇକୋର୍ଟରେ ମଧ୍ୟ ଆଗୁଆ ଜାମିନ ଆବେଦନ ଖାରଜ ହୋଇଥିଲା ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS