BREAKING
Loading...
:

ସେମିକନ୍‌ ଇଣ୍ଡିଆରୁ ଫେରିଲେ ମୁଖ୍ୟମନ୍ତ୍ରୀ

 



ସେମିକନ୍‌ ଇଣ୍ଡିଆରୁ ଫେରିଲେ ମୁଖ୍ୟମନ୍ତ୍ରୀ ।

ସେମିକନ୍‌ ଇଣ୍ଡିଆ-୨୦୨୬ରେ ଯୋଗଦେଇ ଫେରିଲେ ମୁଖ୍ୟମନ୍ତ୍ରୀ ।

୨୩ ହଜାର ୬ ଶହ କୋଟିର ପୁଞ୍ଜିନିବେଶ, ୬୧ ଶହ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ।

ନରାଜ ନିକଟରେ ୮୭୦ ଏକର ଜମିରେ ନିର୍ମାଣ ହେବ ପ୍ରକଳ୍ପ ।

ଓଡ଼ିଶା ସିଲକନ ଭ୍ୟାଲି’ ପ୍ରକଳ୍ପ ପାଇଁ କ୍ବାଡକ୍ବାଣ୍ଟମ୍‌ ସହ ଚୁକ୍ତି ସ୍ବାକ୍ଷର ।

ଓଡ଼ିଶାକୁ ପୂର୍ବ ଭାରତର ସେମି କଣ୍ଡକ୍ଟର ହବ୍‌ କରିବା ଲକ୍ଷ୍ୟ- ମୁଖ୍ୟମନ୍ତ୍ରୀ ।

ମାଇନ୍‌ ଅର୍ଥନୀତିରୁ ଓଡ଼ିଶା ମାଇଣ୍ଡ ଅର୍ଥନୀତି ଆଡକୁ ଅଗ୍ରସର ହେଉଛି ।

ଓଡ଼ିଆ ଯୁବକ ଯୁବତୀ ବାହାର ରାଜ୍ୟକୁ ନ ଯାଇ ନିଜ ରାଜ୍ୟରେ ନିଯୁକ୍ତି ପାଇବେ ।

୧୮ଟି କମ୍ପାନୀ ସହ ଆଲୋଚନା ହୋଇଛି, ୩ କମ୍ପାନୀ ସହ LOI ହୋଇଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS