BREAKING
Loading...
:

ପୋଲିସକୁ ଟେକାମାଡ଼,ଆମ ବସ୍‌ ଭାଙ୍ଗିଲେ

 



ପୋଲିସକୁ ଟେକାମାଡ଼,ଆମ ବସ୍‌ ଭାଙ୍ଗିଲେ ।

ଭୁବନେଶ୍ବରରେ ଅନଲାଇନ୍ ଗାଡ଼ି ଚାଳକ-ପୋଲିସ ଧସ୍ତାଧସ୍ତି ।

ଲୋୟର ପିଏମ୍‌ଜି ଓ ମାଷ୍ଟର କ୍ୟାଣ୍ଟିନ୍ ଛକରେ ମୁହାଁମୁହିଁ ।

ଖଣ୍ଡଯୁଦ୍ଧ ପରିସ୍ଥିତି, ପୋଲିସ ଉପରକୁ ଟେକା ପଥର ମାଡ଼ ।

ଏକ ‘ଆମ ବସ୍‌’କୁ ପଥର ମାଡ଼ କରି ଭାଙ୍ଗି ଚୁରମାର କରିଦେଲେ ।

ତୃତୀୟ ଦିନରେ OLA, Uber, Rapido ଡ୍ରାଇଭରଙ୍କ ଆନ୍ଦୋଳନ ।

ରେଲୱେ ଷ୍ଟେସନରୁ ଏୟାରପୋର୍ଟ ପର୍ଯ୍ୟନ୍ତ ରାସ୍ତା ଜାମ୍‌ ।

ଷ୍ଟେସନ୍‌ ଓ ଏୟାରପୋର୍ଟରୁ ଫେରୁଥିବା ଯାତ୍ରୀ ହନ୍ତସନ୍ତ ।


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS