BREAKING
Loading...
:

ଲାଞ୍ଚୁଆ RIଙ୍କୁ ଧରିଲା ଭିଜିଲାନ୍ସ




 ଲାଞ୍ଚୁଆ RIଙ୍କୁ ଧରିଲା ଭିଜିଲାନ୍ସ ।

ଗୁଣୁପୁର: ଭିଜିଲାନ୍ସ ଜାଲରେ ସିରିଝୋଲି RI ସୁଶାନ୍ତ ମଲ୍ଲିକ ।

୨୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ିବସିଲା ଭିଜିଲାନ୍ସ ।

ଜମିପଟ୍ଟା ମ୍ୟୁଟେସନ୍ ବାବଦକୁ ୨୫ ହଜାର ଲାଞ୍ଚ ନେଉଥିଲେ ।


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS