BREAKING
Loading...
:

କାଲି ୪ଟାରେ ରଥଟଣା

 



କାଲି ୪ଟାରେ ରଥଟଣା ।

ପୁରୀ: କାଲି ୪ଟାରେ ରଥଟଣା ନେଇ ନୀତି ନିର୍ଘଣ୍ଟ ।

ନୀତି ନିର୍ଘଣ୍ଟ ନେଇ ଶ୍ରୀମନ୍ଦିର ପକ୍ଷରୁ ଜାରି ହେଲା ସୂଚନା ।

କାଲି ସକାଳ ୯ଟାରେ ରଥ ପ୍ରତିଷ୍ଠା, ସାଢ଼େ ୯ରୁ ସାଢ଼େ ୧୨ ପହଣ୍ଡି ।

୨ଟାରୁ ୩ଟା ଭିତରେ ଛେରା ପହଁରା ପରେ ୪ଟାରୁ ହେବ ରଥ ଟଣା ।

Post a Comment

Previous Post Next Post
Header ADS