GenZଙ୍କୁ ନବୀନଙ୍କ ପ୍ରଶଂସା ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ପରେ Gen Zଙ୍କୁ ନବୀନ ପଟ୍ଟନାୟକଙ୍କ ପ୍ରଶଂସା ।
ଜନମତ ପ୍ରତି ସମ୍ବେଦନଶୀଳତା ଶକ୍ତିଶାଳୀ ଗଣତନ୍ତ୍ରର ଅବିଚ୍ଛେଦ୍ୟ ମୂଲ୍ୟବୋଧ ।
କେହି ଲୋକଙ୍କ ଇଚ୍ଛା ଶକ୍ତିର ଉପରେ ନୁହଁନ୍ତି- ନବୀନ ପଟ୍ଟନାୟକ ।
ଆମେ ବିଶେଷ କରି ଯୁବସମାଜର ସ୍ୱର ଶୁଣିବା ଉଚିତ।
ଭାରତର ଭବିଷ୍ୟତ ଯୁବସମାଜ ଉପରେ ନିର୍ଭରଶୀଳ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment