ଭୁବନେଶ୍ୱର: ପୋଲିସ ହାତରେ ଧରାପଡ଼ିଲା ନକଲି ଅତିରିକ୍ତ ଏସ୍ପି ।
ନକଲି ଏସ୍ପି ରଜନୀକାନ୍ତ ମହାନ୍ତିଙ୍କୁ ବାନ୍ଧିଲା , ଖାରବେଳ ନଗର ପୋଲିସ ।
ନିଜକୁ ଅତିରିକ୍ତ ଏସ୍ପି ପରିଚୟ ଦେଇ ଲୋକଙ୍କୁ ଧମକ ଦେଉଥିଲେ ।
ଅଭିଯୁକ୍ତ ରଜନୀକାନ୍ତ ୟୁନିଟ୍-୩ ଅଞ୍ଚଳରେ ରହୁଥିବା ସୂଚନା ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment