BREAKING
Loading...
:

ଚରିତ୍ର ହତ୍ୟା ଉଦ୍ୟମ ଟ୍ରେଣ୍ଡ୍‌- ସିପି

 



ଚରିତ୍ର ହତ୍ୟା ଉଦ୍ୟମ ଟ୍ରେଣ୍ଡ୍‌- ସିପି ।

ଗଣଶିକ୍ଷା ମନ୍ତ୍ରୀଙ୍କୁ ବ୍ଲାକମେଲ୍‌ ଉଦ୍ୟମ ନେଇ ପୋଲିସର କଠୋର ଆଭିମୁଖ୍ୟ ।

କଠୋର ଆଭିମୁଖ୍ୟ ନେଇ ସୂଚନା ଦେଲେ ପୋଲିସ କମିଶନର ।

ଲୋକଙ୍କ ଚରିତ୍ର ହତ୍ୟା ପାଇଁ ଏକ ଟ୍ରେଣ୍ଡ୍‌ ଡେଭଲପ ହୋଇଛି ।

ଶାରୀରିକ ହତ୍ୟା ପାଇଁ ସୁପାରି ପରି ଚରିତ୍ର ହତ୍ୟା ପାଇଁ ସୁପାରି ସାମ୍ନାକୁ ଆସିଛି ।

ଆସିଥିବା ଭିଡିଓରେ ମାରିବା ପାଇଁ ପଇସା ଦିଆଯିବା କଥା କୁହାଯାଇଛି ।

ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ସଙ୍ଗୀନ ଦଫାରେ ମାମଲା ରୁଜୁ ହେବ ।

ଏ ପ୍ରକାର ଲୋକଙ୍କୁ କଠୋର ଦଣ୍ଡବିଧାନର ବ୍ୟବସ୍ଥା କରାଯିବ ।

ଅଭିଯୁକ୍ତ ଏବେ ସୁଦ୍ଧା ଧରାପଡ଼ିନି, ବିଶେଷ କିଛି ସୂଚନା ଦେଇ ହେବନି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS