ଚରିତ୍ର ହତ୍ୟା ଉଦ୍ୟମ ଟ୍ରେଣ୍ଡ୍- ସିପି ।
ଗଣଶିକ୍ଷା ମନ୍ତ୍ରୀଙ୍କୁ ବ୍ଲାକମେଲ୍ ଉଦ୍ୟମ ନେଇ ପୋଲିସର କଠୋର ଆଭିମୁଖ୍ୟ ।
କଠୋର ଆଭିମୁଖ୍ୟ ନେଇ ସୂଚନା ଦେଲେ ପୋଲିସ କମିଶନର ।
ଲୋକଙ୍କ ଚରିତ୍ର ହତ୍ୟା ପାଇଁ ଏକ ଟ୍ରେଣ୍ଡ୍ ଡେଭଲପ ହୋଇଛି ।
ଶାରୀରିକ ହତ୍ୟା ପାଇଁ ସୁପାରି ପରି ଚରିତ୍ର ହତ୍ୟା ପାଇଁ ସୁପାରି ସାମ୍ନାକୁ ଆସିଛି ।
ଆସିଥିବା ଭିଡିଓରେ ମାରିବା ପାଇଁ ପଇସା ଦିଆଯିବା କଥା କୁହାଯାଇଛି ।
ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ସଙ୍ଗୀନ ଦଫାରେ ମାମଲା ରୁଜୁ ହେବ ।
ଏ ପ୍ରକାର ଲୋକଙ୍କୁ କଠୋର ଦଣ୍ଡବିଧାନର ବ୍ୟବସ୍ଥା କରାଯିବ ।
ଅଭିଯୁକ୍ତ ଏବେ ସୁଦ୍ଧା ଧରାପଡ଼ିନି, ବିଶେଷ କିଛି ସୂଚନା ଦେଇ ହେବନି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق