BREAKING
Loading...
:

ଆୟୁଷ୍ମାନରେ ମିଳିବ କ୍ୟାନ୍‌ସର ଚିକିତ୍ସା:ମନ୍ତ୍ରୀ

 



ଆୟୁଷ୍ମାନରେ ମିଳିବ କ୍ୟାନ୍‌ସର ଚିକିତ୍ସା:ମନ୍ତ୍ରୀ

ଏଣିକି ଆୟୁଷ୍ମାନ ଭାରତ କାର୍ଡରେ ମିଳିବ କ୍ୟାନ୍‌ସର ଚିକିତ୍ସା ସୁବିଧା ।

ଏନେଇ ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କ୍ୟାନ୍‌ସର ଆରୋଗ୍ୟ ଯୋଜନା ସାମିଲ ହୋଇଛି ।

୧୨୧ଟି ପ୍ୟାକେଜ୍‌କୁ ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ସାମିଲ କର।ଜୈଛି ।

ଏହା ଭିତରେ କ୍ୟାନ୍‌ସର ଚିକିତ୍ସା ପାଇଁ ମଧ୍ୟ ରହିଛି ।

କ୍ୟାନ୍‌ସର ଚିକିତ୍ସା ବାବଦ ଖର୍ଚ୍ଚ ରାଜ୍ୟ ପାଣ୍ଠିରୁ ବହନ କରାଯିବ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS