ଟାହିଆ ଖୋଲିବା ନିଷ୍ପତ୍ତି ସେବକଙ୍କର ।
ଶରଧାବାଲିରେ ୱାନ ୱେ ଦର୍ଶନ ବ୍ୟବସ୍ଥା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ।
ସମ୍ମୁଖରୁ ଦର୍ଶନ କରି ଶରଧାବାଲି ବାଟେ ବାହାରିବେ ଶ୍ରଦ୍ଧାଳୁ ।
ଆଜି ସନ୍ଧ୍ୟା ସମୟରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଆଡପ ବିଜେ ନୀତି ।
ଗତବର୍ଷର ଅଘଟଣକୁ ଦେଖି ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତା ଆପଣା ଯାଇଛି ।
ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜ୍ଞାପନ କଲେ ।
ଟାହିଆ ନ ଲାଗିବା ପ୍ରସଙ୍ଗରେ ମନ୍ଦିର ପ୍ରଶାସନର କୌଣସି ଭୂମିକା ନାହିଁ ।
ଏହା ସମ୍ପୂର୍ଣ୍ଣ ଭାବେ ସେବକଙ୍କ ଦ୍ବାରା ନିୟନ୍ତ୍ରିତ ହୋଇଥାଏ ।
ଟାହିଆର ଓଜନ ଅଧିକ ଥିବାରୁ ଏହାକୁ ବାଧ୍ୟ ହୋଇ ଖୋଲିବାକୁ ପଡ଼ିଲା ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment