BREAKING
Loading...
:

କଟକର ଜିଲ୍ଲାପାଳ ଆକ୍ସନ ମୋଡରେ। ବନ୍ଦ କଲେ ବେଆଇନ୍ ବାଲିଘାଟ

 



*କଟକର ଜିଲ୍ଲାପାଳ ଆକ୍ସନ ମୋଡରେ। ବନ୍ଦ କଲେ ବେଆଇନ୍ ବାଲିଘାଟ।* 

*କଟକ ଜିଲ୍ଲା କିଶନନଗର ଓ ନିଶ୍ଚିନ୍ତକୋଇଲି ଅଂଚଳରେ ବେଆଇନ ବାଲି ଚାଲାଣ ବନ୍ଦ କରିବା ପାଇଁ ୧୨ ଜାଗାରେ ଜିଲ୍ଲାପାଳ ଯାଞ୍ଚ କରିଥିଲେ।  ଏହାପରେ  ବହୁ ଜାଗାରେ ବେଆଇନ ବାଲି ଚାଲାଣ ହେଉଥିବା ବେଳେ ଜିଲ୍ଲାପାଳ ଅଚାନକ ବାଲିଘାଟ ଉପରେ ଚଢ଼ାଉ କରି କିଶନନଗର ତହସିଲ ଅଞ୍ଚଳର ପୁରୁଣାହାଟ ଓ ନିଶ୍ଚିନ୍ତକୋଇଲି ତହସିଲ ଅଂଚଳର ନେମାଳ ବାଲି ଘାଟରେ ଷ୍ଟକ ବାଲିକୁ ସିଜ କରିଛନ୍ତି।


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS