*୮ ମେମୁ ଟ୍ରେନ୍ ବାତିଲ
ଆଜି ପାଇଁ ଖୋର୍ଦ୍ଧା ରୋଡ୍ ଡିଭିଜନ୍ର ୮ଟି ମେମୁ ଟ୍ରେନ୍ ବାତିଲ ।
ମାଳତୀପାଟପୁର ଓ ପୁରୀ ଷ୍ଟେସନ ମଧ୍ୟରେ ଆଧୁନିକୀକରଣ କାର୍ଯ୍ୟ ପାଇଁ ବାତିଲ ।
ଖୋର୍ଦ୍ଧା ରୋଡ୍-ପୁରୀ ଓ କଟକ-ପୁରୀ ମେମୁ ଟ୍ରେନ୍ ଉଭୟ ପଟୁ ବାତିଲ ।
ଭଦ୍ରକ-କଟକ ଓ କଟକ-ପାରାଦୀପ ମେମୁ ଟ୍ରେନ୍ ଉଭୟ ପଟୁ ବାତିଲ ।
ନ୍ୟାସନାଲ୍ ଟ୍ରେନ୍ ଏନକ୍ୱାରୀ ସିଷ୍ଟମ୍ (NTES) ଅନୁଧ୍ୟାନ ପାଇଁ ପରାମର୍ଶ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment