BREAKING
Loading...
:

ସିରିଜ ଦୁର୍ଘଟଣା ଘଟlଇଲା ମାଲ ବୋଝେଇ ଟ୍ରକ l

 



ସିରିଜ ଦୁର୍ଘଟଣା ଘଟlଇଲା ମାଲ ବୋଝେଇ ଟ୍ରକ l

 ଛତିଶଗଡ ରୁ c G 04 mj 5443 ନାମକ ଏକ ମାଲ ବୋଝେଇ ଟ୍ରକ କିଛି ଜିନିଷ ଧରି  ଆନ୍ଧ୍ର ର ବିଶାଖାପାଟଣା କୁ ଯାଉଥିବା ବେଳେ କୋରାପୁଟ ସହର ମଧ୍ୟ୍ୟ ରେ ଥିବା ଏଚ ପି ଗ୍ୟାସ ଅଫିସ ନିକଟରେ ସିରିଜ ଅନୁସାରେ କିଛି ବାଇକ କୁ ଧକକା ଦେଇ ଅଫିସ କବାଟ ରେ ବାଜିକି ଓଲଟି ପଡିଥିଲା ଭାଗ୍ୟ ବସ୍ତଃତ ଚାଳକ ସମେତ କୌଣସି ଧନ ଜୀବନ କ୍ଷତି ହୋଇ ନ ଥିବା ବେଳେ ଗ୍ୟାସ ଅଫିସ ବି ଏକ ନିଶ୍ଚିତ ଦୁର୍ଘଟଣା ରୁ ବର୍ତ୍ତୀ ଯାଇଛି ହେଲେ ଏଠାରେ ପ୍ରଶ୍ନ ଉଠେ କିଛି ମାସ ତଳେ ଏହିପରି ଏହିସ୍ଥାନ ରେ ଦୁର୍ଘଟଣା ଘଟିଥିବା ବେଳେ ଏହି ଜାଗା ରେ ବାରମ୍ବାର ଏମିତି ଘଟୁଛି ତଥାପି ପ୍ରଶାସନ କାହିଁକି ଚେତୁନି ବେଆଇନ ପାର୍କିଙ୍ଗ କୁ ହଟାଉନି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS