BREAKING
Loading...
:

ରାଜଧାନୀରୁ ନକଲି IAS ଗିରଫ।

 



ରାଜଧାନୀରୁ ନକଲି IAS ଗିରଫ।

ନକଲି ସବ୍ କଲେକ୍ଟରଙ୍କୁ ମାଡ଼ି ବସିଲା ସହିଦନଗର ଥାନା ପୋଲିସ ।

ନିଜକୁ IAS ଅଧିକାରୀ ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଅଭିଯୋଗ ।

ଗିରଫ ଅଭିଯୁକ୍ତ ଜଣଙ୍କ ବିଶାଖାପାଟଣାର ବରଦା ସୁଧୀର।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

ନିଜକୁ ଭୁବନେଶ୍ୱରର ସବ୍ କଲେକ୍ଟର କହି ଭୂଆଁ ବୁଲାଉଥିଲା ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର,ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS