କମିଟିର ୧୪ ସୁପାରିସ୍
ପିଲାଙ୍କ ଶିକ୍ଷା ଓ ତ୍ରୁଟି ସୁଧାରିବାକୁ କମିଟିର ୧୪ ସୁପାରିସ୍ କାର୍ଯ୍ୟକାରୀ ହେବ ।
ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ୧୪ ସୁପାରିସ୍ ହେବ କାର୍ଯ୍ୟକାରୀ ।
SCERT ପକ୍ଷରୁ ମାଷ୍ଟର ତ୍ରୁଟି ରେଜିଷ୍ଟର ପ୍ରସ୍ତୁତ କରାଯିବ ।
ସବୁ ପିଲାଙ୍କୁ ସଂଶୋଧିତ ତଥ୍ୟ ପ୍ରଦାନ କରାଯିବ
SCERTରେ କ୍ବାଲିଟି ଆସ୍ୟୁରାନ୍ସ ସେଲ୍ ଖୋଲାଯିବ ।
ଭବିଷ୍ୟତରେ ବିନା ଅନୁମୋଦନରେ ପାଠ୍ୟ ପୁସ୍ତକ ପ୍ରିଣ୍ଟିଂ ପ୍ରେସକୁ ଯିବ ନାହିଁ ।
ଭାଷା, ଚିତ୍ର ଓ ତଥ୍ୟ ଅନୁମୋଦନ ବିନା ପ୍ରିଣ୍ଟିଂ ପ୍ରେସକୁ ଯିବ ନାହିଁ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment