BREAKING
Loading...
:

ବଢ଼ିଲା କମର୍ସିଆଲ ଗ୍ୟାସ ଦର

 



ବଢ଼ିଲା କମର୍ସିଆଲ ଗ୍ୟାସ ଦର 

ବଢ଼ିଲା ୧୯ କେଜି କମର୍ସିଆଲ୍ LPG ସିଲିଣ୍ଡର ଦର,

ଦିଲ୍ଲୀରେ ୪୨ ଟଙ୍କା ଓ କୋଲକାତାରେ ୫୩ ଟଙ୍କା ୫୦ ପଇସା ବୃଦ୍ଧି,

ଦିଲ୍ଲୀରେ ନୂଆ ଦର ୩୧୧୩.୫୦ ଟଙ୍କା, କୋଲକାତାରେ ୩୨୫୫.୫୦ ଟଙ୍କା,

୫ କେଜି ସିଲିଣ୍ଡର ଦର ବି ୧୧ ଟଙ୍କା ବୃଦ୍ଧି, ଦିଲ୍ଲୀରେ ଦର ୮୨୧ ଟଙ୍କା ୫୦ ପଇସା*

Post a Comment

Previous Post Next Post
Header ADS