BREAKING
Loading...
:

ବିଳମ୍ବ ପାଇଁ ଟ୍ରେନ୍‌କୁ ପଥର ମାଡ଼ ଭଙ୍ଗାରୁଜା

 



ବିଳମ୍ବ ପାଇଁ ଟ୍ରେନ୍‌କୁ ପଥର ମାଡ଼ ଭଙ୍ଗାରୁଜା#

ବିହାର ପାଟଳିପୁତ୍ର ଷ୍ଟେସନରେ ତୀବ୍ର ଉତ୍ତେଜନା,

ପୋଲିସ ନିଯୁକ୍ତି ପରୀକ୍ଷା ଦେବାକୁ ଯାଉଥିବା ଆଶାୟୀଙ୍କ ହଙ୍ଗାମା,

ବିଳମ୍ବରେ ଆସିବାରୁ ଟ୍ରେନ୍‌କୁ ପଥରମାଡ଼ ସହ ଭଙ୍ଗାରୁଜା,

ଟ୍ରାକ୍‌କୁ ଓହ୍ଲାଇ ରେଳରୋକ କଲେ ଉତ୍ତେଜିତ ଆଶାୟୀ,

ପଥରମାଡ଼ରେ ଆଇଜି ସମେତ କିଛି ପୋଲିସ ଆହତ ସୂଚନା,

ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ୩ ରାଉଣ୍ଡ ଫାଙ୍କା ଗୁଳିଚାଳନା,

ଆଜିର ପରୀକ୍ଷା ପାଇଁ ରାତିରେ ଷ୍ଟେସନରେ ଆଶାୟୀଙ୍କ ଭିଡ଼ ଜମିଥିଲା,

ଟ୍ରେନ୍ ବିଳମ୍ବ ହେବାରୁ ପରୀକ୍ଷା ଦେଇ ନ ପାରିବା ଆଶଙ୍କାରେ ଆଶାୟୀଙ୍କ ହଙ୍ଗାମା,

ଉତ୍ତେଜନାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କଲା ପ୍ରଶାସନ#

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS