BREAKING
Loading...
:

କବିସୂର୍ଯ୍ୟନଗର ପୋଲିସ ଦ୍ଵାରା ସାତ ଜଣ ଡକାୟତ ଗିରଫ ।

 



ଗଂଜାମ

କବିସୂର୍ଯ୍ୟନଗର ପୋଲିସ ଦ୍ଵାରା ସାତ ଜଣ ଡକାୟତ ଗିରଫ ।

ଗୋଟିଏ ମାଉଜେର ସହ ତିନି ଜୀବନ୍ତ ଗୁଳି ନଗଦ ଟଙ୍କା ସହ ଦୁଇଟି ମୋଟରସାଇକେଲ ଜବତ ।

ବାଲିଛାଇ ଫାଣ୍ଡି ଗୋକୁଳପଲ୍ଲୀ ଗାଁର ଫାର୍ମହାଉସର ମାଲାକାଣିଙ୍କୁ ବନ୍ଧୁକ ଦେଖାଇ ସୁନା ଅଳଙ୍କାର ଲୁଟି ନେଇଥିଲେ ଡକାୟତ ମାନେ ।

ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ ।

ସୂଚନା ଦେଲେ ପୁରୁଷୋତ୍ତମପୁର ଏସଡିପିଓ ସୁଜିତ କୁମାର ନାୟକ ।


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS