ଅଣସରରେ ମହାପ୍ରଭୁ
ଶ୍ରୀମନ୍ଦିରରେ ଆଜିଠୁ ମହାପ୍ରଭୁଙ୍କ ଅଣସର ନୀତି ।
୧୦୮ ଗରା ସୁବାସିତ ଜଳରେ ସ୍ନାନପରେ ମହାପ୍ରଭୁଙ୍କୁ ଜ୍ବର ।
୧୫ ଦିନ ଅଣସରରେ ରହିବେ ଚତୁର୍ଦ୍ଧା ମୂର୍ତ୍ତି, ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ
ବ୍ରହ୍ମଗିରିର ଅଲାରନାଥ ପୀଠରେ ଅଣସର ଦର୍ଶନ କରିବେ ଭକ୍ତ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment