Home ଟ୍ବିନସିଟିରେ ବର୍ଷା Debi Prasad Dash June 30, 2026 0 ଟ୍ବିନସିଟିରେ ବର୍ଷା ଗରମ ଗୁଳୁଗୁଳିରୁ ଆଶ୍ବସ୍ତି; ବର୍ଷାରେ ଭିଜିଲା । ଭୁବନେଶ୍ବର ଓ କଟକସକାଳୁ ସକାଳୁ ତୁହାକୁ ତୁହା ବର୍ଷାରେ ଭିଜିଲା ଟ୍ବିନ ସିଟି ।ଉଭୟ କଟକ ଓ ଭୁବନେଶ୍ବରରେ କିଛି ସ୍ଥାନରେ ବର୍ଷା ସହ ପବନ ।ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment