BREAKING
Loading...
:

ଦୁଷ୍କର୍ମ ଅଭିଯୋଗରେ ମୌଲାନା ଗିରଫ#

 



ଦୁଷ୍କର୍ମ ଅଭିଯୋଗରେ  ମୌଲାନା ଗିରଫ#

କଟକ: ଦୁଷ୍କର୍ମ ଅଭିଯୋଗରେ ଫେରାର ମୌଲାନା ଗିରଫ,

ଜାମସେଦପୁରରୁ ଗିରଫ କଲା ଜଗତପୁର ପୋଲିସ

୨୦୧୮ ମସିହାରେ ଜଣେ ମହିଳା ଆଣିଥିଲେ ଦୁଷ୍କର୍ମ ଅଭିଯୋଗ,

ତନ୍ତ୍ର ମନ୍ତ୍ର ବାହାନାରେ ମୌଲାନା ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ,

ଦୁଷ୍କର୍ମ ଅଭିଯୋଗ ପରେ ଫେରାର ଥିଲେ ମୌଲାନା#


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS