BREAKING
Loading...
:

ଜଙ୍ଗଲୀ ମଇଁଷି ଆକ୍ରମଣରେ ବିଧବା ମହିଳା ମୃତ।

 



ଜଙ୍ଗଲୀ ମଇଁଷି ଆକ୍ରମଣରେ ବିଧବା ମହିଳା ମୃତ।

,,ଢେଙ୍କାନାଳ।


            ପ୍ରାପ୍ତ ସୂଚନା କ୍ରମେ  ଅପରାହ୍ନ  ସମୟ ରେ ଜନୈକା ବିଧବା ମହିଳା ନାମ ସୌଦା ରାଉତ(୬୬), ସ୍ବାମୀ ରବି ରାଉତ, ଗ୍ରାମ ବମ୍ପା,ଥାନା ରାସୋଳ ନିକଟସ୍ଥ କାଜୁ ଜଙ୍ଗଲ କୁ ଯାଇ ଥିବା ବେଳେ ବଣୁଆ ମଇଁଷି ଆକ୍ରମଣରେ ଗୁରୁତର ଆହତ ହୋଇ ପଡ଼ିଥିଲେ।ତେବେ ଗୁରୁତର ଆହତ ଅବସ୍ଥାରେ ଗ୍ରାମବାସୀ ଙ୍କ ସହାୟତା ରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଚିକିତ୍ସା ପାଇଁ ନିଆ ଯାଇଥିଲା। ସକାଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି। ସରକାର ଙ୍କ ତରଫରୁ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS