BREAKING
Loading...
:

ରସିକିଆ ଡାକ୍ତର ଗିରଫ...

 *ରସିକିଆ ଡାକ୍ତର ଗିରଫ...*



*ଭୁବନେଶ୍ବର: ଲଭ୍, ସେକ୍ସ ଓ ଧୋକା ଅଭିଯୋଗରେ ବନ୍ଧା ହେଲା ଡାକ୍ତର*।

*ଅଭିଯୁକ୍ତ ଡାକ୍ତର ଅବିନାଶ ମହାନ୍ତି ଉମରକୋଟରୁ ଗିରଫ*।

*ଏୟାରଫିଲ୍‌ଡ ଥାନାରେ ମହିଳାଙ୍କ ଅଭିଯୋଗ ପରେ ଡାକ୍ତର ଗିରଫ*।

*ଶାରୀରିକ ସମ୍ପର୍କ ରଖିବା ସହିତ ୩୦ ଲକ୍ଷର ସୁନା ଗହଣା ଠକି ନେଇଥିବା ଅଭିଯୋଗ*।

*ଅବିନାଶ ଗଞ୍ଜାମ ସାନଖେମୁଣ୍ଡି ଅଞ୍ଚଳରେ ସରକାରୀ ମେଡିକାଲର ଡାକ୍ତର*।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS