ପାକ୍ରେ ଆତ୍ମଘାତୀ ବିସ୍ଫୋରଣ; #୨୩ମୃତ
ପାକିସ୍ତାନ କ୍ୱେଟାରେ ଆତ୍ମଘାତୀ ବିସ୍ଫୋରଣ; ୨୩ ମୃତ,
୪୭ରୁ ଊର୍ଦ୍ଧ୍ୱ ଆହତ ମେଡିକାଲରେ ଭର୍ତ୍ତି; ଉଦ୍ଧାର କାର୍ଯ୍ୟ ଜାରି-
ଆତ୍ମଘାତୀ ବିସ୍ଫୋରଣ ଜରିଆରେ ଟ୍ରେନ୍କୁ ଟାର୍ଗେଟ୍,
ଚମନ ଫାଟକ ନିକଟରେ ଟ୍ରେନ୍କୁ ଧକ୍କା ଦେଲା ବିସ୍ଫୋରକ ଭର୍ତ୍ତି ଗାଡ଼ି,
ବିସ୍ଫୋରଣରେ ଉଡ଼ିଗଲା ଟ୍ରେନ୍ର ଗୋଟିଏ ବଗି #
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment