ବିଜୟନ୍ଙ୍କ ଘରେ ଇଡି ରେଡ୍--
କେରଳମ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ଙ୍କ ଘରେ ଇଡି ରେଡ୍,
ବାସଭବନ ସମେତ ୧୦ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ,
କୋଚିନ୍ ମିନେରାଲ୍ସ ଆଣ୍ଡ ରୁଟାଇଲ୍ ଲିମିଟେଡ୍ (CMRL) ମାମଲାରେ ରେଡ୍,
ବର୍ତ୍ତମାନ କେରଳମ୍ରେ ବିରୋଧୀ ଦଳ ନେତା ଅଛନ୍ତି ବିଜୟନ୍*
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment